#ମାଓ_ଦମନ_ନେଇ_କେନ୍ଦ୍ର_ଗୃହମନ୍ତ୍ରୀ_ଗୁରୁତ୍ବପୂର୍ଣ୍ଣ_ବୈଠକ
10 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅମିତ ଶାହା । ମାଓ ମୁକାବିଲା ପାଇଁ ବିକାଶକୁ ଗୁରୁତ୍ବ ଦେବାକୁ ଦେଲେ ପରାମର୍ଶ । କେନ୍ଦ୍ର-ରାଜ୍ୟ ମିଶି ମାଓ ମୁକାବିଲା କରିବାକୁ ଗୃହମନ୍ତ୍ରୀଙ୍କ ଗୁରୁତ୍ବ ।
#HomeMinister #MaoDamana Amit Shah #Maoists #Odisha #ArgusNews