ମୁହଁରୁ ମାସ୍କ ନଖୋଲି ଚରଣାମୃତ ପିଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ହେଲେ ଏହା କିପରି ସମ୍ଭବ ତାକୁ ନେଇ ଚାଲିଛି ଆଲୋଚନା। ଏହା ସିନା ଆପଣଙ୍କ ପାଖରେ ସମ୍ଭବ ନୁହେଁ, କିନ୍ତୁ ଏହା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପାଖେ ସମ୍ଭବ । ଆଜ୍ଞା ହଁ, ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
#vairalvideo #AshokGehlot #Drinking #HolyWater #ArgusNews