ପ୍ରେମ ସୁନ୍ଦର, ପ୍ରେମ ଶାଶ୍ୱତ। ପ୍ରେମ ମାନେନା ପ୍ରତିବନ୍ଧକ। ଆଉ ଏହି ପ୍ରେମ ପାଇଁ ସାତ ସମୂଦ୍ର ପାର ହୋଇ ନିଜ ପ୍ରେମ ପାଖକୁ ଆସିଥିବା ଯୁବତୀ ମଧ୍ୟ ଆମେ ଦେଖିଛେ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଜଣେ ଯୁବତୀ ତାଙ୍କ ପ୍ରେମ ପାଇଁ ସାତ ସମୁଦ୍ର ପାର ହୋଇ ଆସିଛନ୍ତି।
#love #marriage #relationship #viral #ArgusNews