#ଅଜୟ_ଦେଭଗନ_କିଚ୍ଚା_ସୁଦୀପଙ୍କ_ଟ୍ୱିଟର_ୱାର
#ରାଷ୍ଟ୍ରଭାଷାକୁ_ନେଇ_କର୍ଣାଟକରେ_ରାଜନୀତି
ବଲିଉଡ ଷ୍ଟାର ଅଜୟ ଦେବଗନ ଓ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ମଧଯରେ ଆରମ୍ବ ହୋଇଥିବା ଟ୍ଵିଟର ୱାର ବର୍ତ୍ତମାନ ରାଜନୈତିକ ମୋଡ ନେବାରେ ଲାଗିଛି । ଅଜୟ ଦେବଗନ ହିନ୍ଦି ଭାଷା ଆମ ରାଷ୍ଟ୍ରଭାଷା ବୋଲି କନ୍ନଡ ଷ୍ଟାର ସୁଦୀପଙ୍କ ଏକ ଟୁଇଟର ଉତ୍ତରରେ ଟ୍ବିଟ କରିବା ପରେ କର୍ଣ୍ଣାଟକର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅଜଯ ଦେଭଗନଙ୍କୁ ସମାଲୋଚନା ଆରମ୍ବ କରିଛନ୍ତି ।
#AjayDevgn #KicchaSudeep #twitter #tweet #politics #ArgusNews