#ଆସାମର_ବିହୁ_ନୃତ୍ୟ_ହେବାକୁ_ଯାଉଛି_ବିଶ୍ବ_ପ୍ରସିଦ୍ଧ
ଆସନ୍ତା ଏପ୍ରିଲ ୧୪ରେ ଆସାମର ବିହୁ ଗିନିସ ରେକର୍ଡ ବୁକରେ ସ୍ଥାନ ପାଇବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆସାମ ଗସ୍ତ କରି ଏହି ପାରମ୍ପରିକ ଉତ୍ସବରେ ଯୋଗ ଦେଇ ଅଧିବାସୀଙ୍କୁ ରଂଗୋଲି ବିହୁ ଉତ୍ସବର ଶୁଭେଚ୍ଛା ଜଣାଇବେ ।
#ArgusNews #Bihudance #traditionaldance #PMNarendraModi #Assam #GuinnessBookofRecords