ଦୁଇ ଆମରେକୀୟ ଯୁବତୀଙ୍କୁ ହତ୍ୟା ମାମଲାରେ ନେପାଳରେ କାରବାସ ଭୋଗୁଥିବା କୁଖ୍ୟାତ ଚାର୍ଲସ ଶୋଭରାଜ ଦୀର୍ଘ ୧୯ ବର୍ଷ ପରେ ଏବେ ଖୋଲାରେ ନିଃଶ୍ବାସ ନେବ । ନେପାଳର ସୁପ୍ରିମକୋର୍ଟ ତା’ର ସଜାର ଅବଧି ପୂରଣ ହେବାର ବର୍ଷେ ଆଗରୁ ବଢ଼ୁଥିବା ବୟସ ଏବଂ ଭଲ ଚାଲିଚଲଣିକୁ ଦେଖି ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସେ ଜେଲରୁ ବାହାରିଛି
#ArgusNews #CharlesShobhraj #NepalSupremeCourt #Released #Odisha