ବଢ଼ୁଛି ସୁନା ଦର !
ଚିନ୍ତାରେ ଗ୍ରାହକ । ହୁହୁ ହୋଇ ବଢ଼ୁଥିବା ସୁନା ଦର ସମସ୍ତଙ୍କୁ ଭୟଭୀତ କରିଛି । ଲୋକେ କିପରି ଭାବରେ ସୁନା କିଣିବେ ତାକୁ ନେଇ ଏବେ ଚିନ୍ତାରେ। ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ପାଇଁ ଏବେ ଏହି ଦର ଚିନ୍ତା ବଢ଼ାଇ ଦେଇଛି
#ArgusNews #GoldPrice #Pricehike