#ଆଇଆଇଟି_ଦିଲ୍ଲୀକୁ_ପୂରିଲା_60_ବର୍ଷ
#ହୀରକ_ଜୟନ୍ତୀ_ସମାରୋହରେ_ସାମିଲ_ହେଲେ_ମହାମହିମ_ରାଷ୍ଟ୍ରପତି
ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେ, ଦେଶର ବୈଷୟିକ କ୍ଷେତ୍ରରେ ଆଇଆଇଟିର ଅବଦାନ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରପତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ କଲେ ଆଇଆଇଟିର ରିସର୍ଚ୍ଚ ଓ ଇନୋଭେସନ୍ ପାର୍କର ଉଦଘାଟନ । ଏହି ଅବସରରେ ଉଭୟ ଆଇଆଇଟି ଦିଲ୍ଲୀ 60 ବର୍ଷ ପୂରଣ କରିଥିବାରୁ ଏହାର ସମସ୍ତ ପୂର୍ବତନ ତଥା ଉପସ୍ଥିତ ଛାତ୍ର, ଅଧ୍ୟାପିକ, ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
Dharmendra Pradhan #DelhiIIT #DraupadiMurmu #DiamondJubilee #ceremony #ArgusNews