#ଆଉ_ମରିବନି_ମଣିଷ !
ଜନ୍ମ ଥିଲେ ମୃତ୍ୟୁ ଅଛି । ହେଲେ ଜଦି କିଏ କହେ କି ଆମେ ସବୁଦିନ ପାଇଁ ବଂଚିପାରିବା ତାହେଲେ କେମିତି ଲାଗିବ ? ନିଶଂୟ ଏହା ଏକ ଅଦ୍ଭୁତ କଥା । କାରଣ ମୃତ୍ୟୁ ହିଁ ଏକ ମାତ୍ର ସତ୍ୟ । କିନ୍ତୁ ଏବେ ଯେଉଁ ଖବର ଆସିଛି ତାହା ମୃତ୍ୟୁ ସତକୁ ବଦଳାଇଦେଇଛି । ଅର୍ଥାତ ୨୦୩୦ ସୁଦ୍ଧା ମଣିଷ ଅମରତ୍ୱ ଲାଭ କରିବ ।
#ArgusNews #deathtruth #ManToImmortal #Birthdeath #National