#ଉପାନ୍ତ_ଇଲାକାରେ_ଆଉ_ରହିବନି_ନେଟଓ୍ବର୍କ_ସମସ୍ୟା
ଦେଖନ୍ତୁ ଏହି ପିଲାମାନଙ୍କୁ । ପାଠ ପଢିବାକୁ ଭଲ ନେଟୱର୍କ ଦରକାର । ସେମାନେ କେମିତି ପାହାଡ ଚଢି, ଗଛ ଚଢି ମୋବାଇଲରେ ପାଠ ପଢୁଛନ୍ତି । ଭାରତ ସରକାର ଏବେ ଓଡିଶାର ୬୧୮୫ ଗାଁକୁ ୪G ନେଟୱର୍କ ସେବା ଯୋଗାଇ ଦେବେ
#CentralGoverment #MobileNetwork #Hillyarea #Odisha #ArgusNews