Russia Ukraine war : ପାଖରେ ନିଜ ପୁଅକୁ ଦେଖି ଭାରତୀୟ ଦମ୍ପତ୍ତିଙ୍କ ଆଖିରେ ଲୁହ । ମନଭରି ପୁଅକୁ କୁଣ୍ଢାଇ କାନ୍ଦୁଛନ୍ତି । ବାପା-ମା ଏବଂ ଘରର ଅନ୍ୟ ସଦସ୍ୟ ସମସ୍ତଙ୍କ କୋହ ଭରା ଆଖି । ଯୁକ୍ରେନରୁ ଫେରିଆସିଛି ପୁଅ । ଅପେକ୍ଷାର ଅନ୍ତ ହୋଇଛି ।
#war #ballisticmissiles #RussiaUkraineConflict #UkrainePresident #Ukraine #International #RussiaUkrainewar #russiaUkraine #Returnhome #Odisha #ArgusNews