#ଦେଶବାସୀଙ୍କ_ପାଇଁ_ଖୁସି_ଆଣିଲା_ଅମୃତକାଳର_ବଜେଟ
#ବିଭିନ୍ନ_ଉପୋଭୋକ୍ତା_ସାମଗ୍ରୀ_ଉପରେ_ଟିକସ_ହ୍ରାସ
ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍ ୨୦୨୩-୨୪ । ବିଭିନ୍ନ ଟିକସ୍ ସ୍ଲାବ୍ରେ ପରିବର୍ତ୍ତନ ହୋଇଥିବା କେତେକ ସାମଗ୍ରୀର ଦାମ୍ ହ୍ରାସ ପାଇଥିବା ବେଳେ କେତେକ ସାମଗ୍ରୀର ଦାମ୍ ଅଧିକ ହୋଇଛି ।ମଧଯବିତ୍ତଙ୍କ ଦ୍ବାରା ବ୍ୟବହୃତ ଅନେକ ସାମଗ୍ରୀର ଦାମ୍ ହ୍ରାସ ପାଇବାକୁ ଜାଉଛି
#ArgusNews #BudgetSession #FinancialYear2023 #FinanceMinister #NirmalaSitharaman #National