#ଧରା_ପଡିଲା_ଆପ_ସ୍ବାସ୍ଥ୍ୟମନ୍ତ୍ରୀଙ୍କ_ମିଛ
ତିହାର ଜେଲ୍ରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଙ୍କ ଘଷାମୋଡ଼ା ଭିଡିଓ ବିଷୟରେ ବାଦବିବାଦ ଚାଲିଥିବା ବେଳେ ଆଜି ଆଉ ଗୋଟାଏ ଭିଡିଓରେସେ ବାହାରୁ ଆସିଥିବା ଖାଦ୍ୟ ଖାଉଥିବାର ଦେଖାଯାଉଛି ା
#ArgusNews #HealthMinister #SatyendarKumarJain #Delhi #National