ହ୍ୱିଲ୍ ଚେୟାର୍ରେ ବାହୁବଳୀ
ଦିନ ଥିଲା ଯେଉଁ ମାଫିଆ ଡନ୍ର ନାଁ ଶୁଣିଲେ ସାରା ଉତର ପ୍ରଦେଶ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ଥରହର ହେଉଥିଲେ ସେହି ଡନ୍ ଏବେ ଦେଖିବାକୁ ମିଳିଛି ହ୍ୱିଲ୍ ଚେୟାରରେ । ନିଜ ବାହୁବଳ ଆଉ ବନ୍ଧୁକ ଉପରେ ଭରସା ରଖି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟରର ପରିଚୟ ହାସଲ କରିଥିବା ମୋଷ୍ଟ୍ ୱାଂଟେଡ୍ ଏବେ ଠିଆ ହୋଇ ଚାଲିବାକୁ ବି ଅକ୍ଷମ....
#ArgusNews #National #Uttarpradesh #Gangstar #Mafia #Helpless