ରାଜଧାନୀରେ ପୁଣି କିଡନୀ ଠକେଇ ଅଭିଯୋଗ । ଏନେଇ ସହିଦନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । 2015 ମସିହାରେ ଆଲୋକ ରଞ୍ଜନ ଚାଇନି ନାମକ କେନ୍ଦ୍ରାପଡାର ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଥିଲେ । ସେ ପ୍ରାୟ ସାଢେ 8ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା କହିଛନ୍ତି ..
#ArgusNews #Odisha #Kidney_scam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app