ଜାମ୍ମୁକାଶ୍ମୀର ପାଲଟିବ ଶୀତକାଳୀନ କ୍ରିଡ଼ାର କେନ୍ଦ୍ରବିନ୍ଦୁ....ଏକ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପକୁ କରିବ ମଜବୁତ୍ ....ଉଦ୍ଘାଟିତ ହେଲା ଗୁଲମାର୍ଗରେ ଆୟୋଜିତ ୨ୟ ଖେଲୋ ଇଣ୍ଡିଆ ୱିଂଟର ଗେମ୍ସ । ଏହି ଅବସରରେ ଭିଡ଼ିଓ କନଫେରନ୍ସିଂ ଯୋଗେ ଉଦ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ....ଫେବୃଆରୀ ୨୬ ରୁ ମାର୍ଚ୍ଚ ୨ ଯାଏ ଚାଲିବ ପ୍ରତିଯୋଗିତା ।ସମଗ୍ର ଦେଶରୁ ଭାଗ ନେଇଛନ୍ତି ୧୨ ଶହ ପ୍ରତିଯୋଗୀ...
#ArgusNews #india #Jammu #Khelo_India_Winter_Games #PMOIndia
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app