#କରୋନା_ଭୂତାଣୁର_ଲାବ୍_ଲିକ୍_ଥିଓରୀ !
ଚୀନ କରୋନା ଭାଇରସର ଲାବ୍ ଲିକ୍ ଥିଓରୀକୁ ନେଇ ଏବେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । - ବିଶ୍ବର୧୮ ଜଣିଆ ବରିଷ୍ଠ ବୈଜ୍ଞାନିକଙ୍କ ବିବୃତ୍ତି ଏବେ ସୃଷ୍ଟି କରିଛି ଚାଂଚଲ୍ୟ । ସତ ହୋଇପାରେ କରୋନା ଭୂତାଣୁର ଲାବ୍ ଲିକ୍ ଥିଓରୀ....
#ArgusNews #China_Lab #Lab_theory #Corona_Virus #Lab_Leak #Wuhan