ଆଜିଠାରୁ ସେବାୟତଙ୍କ କୋଭିଡ ଟେଷ୍ଟ
ଆଜିଠାରୁ ସେବାୟତଙ୍କ କୋଭିଡ ଟେଷ୍ଟ । ଦୈନିକ 50 ଜଣଙ୍କର ହେବ ଆର୍ଟିପିସିଆର ଟେଷ୍ଟ । ହିନ୍ଦୀ ବିଦ୍ୟାପୀଠରେ କରାଯିବ ଟେଷ୍ଟ । ସମୁଦାୟ 2500 ସେବକ ଓ 500 କର୍ମଚାରୀଙ୍କ ହେବ ଟେଷ୍ଟ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି.....
#ArgusNews #Odisha #CoronaVaccine #Delhi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app