ତନିସ୍କର ଲଭ୍ ଜିହାଦ୍ ବିଜ୍ଞାପନ ପରେ, ଏବେ ଟାଟା କ୍ଲିକ୍ ହିନ୍ଦୁ ଧର୍ମକୁ ନିନ୍ଦା କରୁଥିବା ଏକ ବିଜ୍ଞାପନ ଆସିଛି । ଭଲ କରି ନଜର ପକାନ୍ତୁ ଟାଟା କ୍ଲିକର 25 ସେକେଣ୍ଡର ଏହି କ୍ଲିପ ଉପରେ .... ବିଶ୍ୱ ଯାହାକୁ ମାନିଲା, ବିଶ୍ୱ ଦିବସ ବି ଘୋଷଣା ହେଲା । ହେଲେ ବିଜ୍ଞାପନ ସଂସ୍ଥାକୁ ତାହା ବୋରିଂ କିଭଳି ଲାଗିଲା ...
#ArgusNews #TataCliq #Ad