ଶେଷରେ ଡ୍ରାଗନ ମାନିଲା ସତ । ଗଲୱାନରେ ମରିଛନ୍ତି 4 ଚୀନୀ ସେନା । ପ୍ରଥମଥର ପାଇଁ ଏ କଥାକୁ ମାନିଛି ଚୀନ ପ୍ରଶାସନ । ଗତବର୍ଷ ହୋଇଥିବା ଏହି ସଂଘର୍ଷକୁ ମନା କରିଆସୁଥିଲା ଚୀନ । କିନ୍ତୁ ଏବେ ନିଜ ମୁହଁରେ ସତ ମାନିଛି .....
#ArgusNews #China #India
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app