ମଙ୍ଗଳବାର ମହାରାଷ୍ଟ୍ରର ନାସିକରେ ଥିବା ଏକ ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଉଥିବା ଏକ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ରହିଥିଲା। ଏହା ଫଳରେ ଭେଣ୍ଟିଲେଟରରେ ଥିବା ୨୨କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି...
#ArgusNews #Maharastra #Oxygen_leak #corona_patient #death