#ପ୍ରତିଶ୍ରୁତି_ଦେଇ_ପାଳନ_କଲେ_ମୋଦି_ସରକାର
#ଏଣିକି_ସବୁ_ନାଗରିକଙ୍କୁ_ମିଳିବ_ଡିଜିଟାଲ୍_ହେଲ୍ଥ_ଆଇଡ଼ି
ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ବିପ୍ଳବ । ଏଣିକି ଦେଶର ପ୍ରତ୍ୟୋକ ନାଗରିକଙ୍କୁ ମିଳିବ ଡିଜିଟାଲ ହେଲ୍ଥ ଆଇଡ଼ି । ଭର୍ଚ୍ଚୁଆଲ ମୋଡ୍ରେ ଆୟୂଷ୍ମାନ ଭାରତ ଡିଜିଟାଲ ମିଶନ ଲଂଚ୍ କରିବା ଅବସରରେ ଏହା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#PMNarendraModi #DigitalHealthCard #INDIA #odisha #ArgusNews