ଏହା ମଧ୍ୟରେ ଘୋଷିତ ହୋଇସାରିଛି ବିଭିନ୍ନ ବିଭାଗ ପାଇଁ ବିଶ୍ବର ସବୁଠୁ ବଡ଼ ସମ୍ମାନ ନୋବେଲ । ଚିକିତ୍ସା ବିଜ୍ଞାନ, ମେଡ଼ିସିନ୍ ବା ଫିଜିଓଲୋଜି, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ସାହିତ୍ୟ, ଶାନ୍ତି ପାଇଁ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା ପରେ ଶେଷରେ ଘୋଷିତ ହୋଇଛି ଅର୍ଥନୀତି ପାଇଁ ନୋବେଲ ବିଜେତାଙ୍କ ନାଁ ।
#NobleWORDS #COVID19 #covidvaccine #mrnavaccine #Odisha #ArgusNews