ଦେଖନ୍ତୁ ଏହି ମହିଳାଙ୍କୁ । ମହିଳା ଜଣଙ୍କ ଆଫଗାନିସ୍ତାନର । ତାଙ୍କର ନାମ ମହଜବିଁ । ତାଲିବାନ ତାଙ୍କର ମୁଣ୍ଡ କାଟ କରିଛି । ତା'ର କଣ ଭୁଲ ଥିଲା ? ସେ ଏପରି କେଉଁ ଅପରାଧ କରିଥିଲା ଯେ ତାଲିବାନ ତା'ଙ୍କୁ ମୁଣ୍ଡ କାଟ ଭଳି ଦଣ୍ଡ ଦେଇଛି । ତା'ର ଏକ ମାତ୍ର ଭୁଲ ହେଲା ଯେ ସେ ଭଲିବଲ ଖେଳୁଥିଲା ।
#Afghanistan #MahjabinHakimi #Afghanvolleyballplayer #beheaded #brutality #ArgusNews