ସେ କହିଛନ୍ତି, ଦାୟିତ୍ବ ସମ୍ପନ୍ନ ନେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଭାରତ-ଚୀନ୍ ପ୍ରସଙ୍ଗ ସମାଧାନ କରିବାରେ ସେ ସକ୍ଷମ । ଭ୍ଳାଦିମିର ପୁଟିନ୍ ଜୋର ଦେଇ କହିଛନ୍ତି, ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍ ହେଉଛନ୍ତି ଦାୟିତ୍ବସଂପନ୍ନ ରାଷ୍ଟ୍ରନେତା
#ArgusNews #NewsChannel #ArgusNewsTV Narendra Modi #russia