ନାଁ ନ ନେଇ ବିରୋଧୀ ଦଳକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ମାତ୍ର ଗୋଟିଏ ଦିନରେ ଦେଶରେ ଅଢେଇ କୋଟିରୁ ଅଧିକ ଟିକାକରଣ କରାଯାଇଛି। ଯାହାକି ବିରୋଧୀଙ୍କୁ ଜ୍ବରରେ ପକାଇଛି ବୋଲି ସେ କହିଛନ୍ତି। ଏହି ରେକର୍ଡ ସଂଖ୍ୟକ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ସାଧାରଣ ନାଗରିକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି
#CovidVaccine #PMNarendraModi #Odisha #ArgusNews