ଭାରତର ମହାମହିମ ରାଷ୍ଟ୍ରୁତିଙ୍କୁ ଅପମାନିତ କରିଛି କଂଗ୍ରେସ । ଦଳର ଜଣଙ୍କ ପରେ ଜଣେ ସଦସ୍ୟ ମହାମହିମଙ୍କୁ ନେଇ ଅତି କଦଜ୍ୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ପ୍ରଥମେ ଅଧିର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ଓ ଏବେ କଂଗ୍ରେସ ନେତା ଉଦିଦ ରାଜଙ୍କ ଚାମଚାଗିରି ବିବୃତ୍ତିରେ ସାରା ଦେଶକୁ ଲଜ୍ଜିତ କରିଛି ।
#DroupadiMurmu #PresidentOfIndia #Congress #blame #ArgusNews