#ଭାରତୀୟ_ଆନ୍ଦୋଳନର_ପ୍ରେରଣାର_ଭାବନା_ସ୍ବ_ଥିଲା !
ଇତିହାସରେ ଯାହାର ନାମ ଆଜି ଲିପିବଦ୍ଧ ହୋଇ ନାହିଁ ସେପରି ଅନେକ ନାୟକ, ଘଟଣା, ସଂସ୍ଥା ମାନଙ୍କର ଯୋଗଦାନ ଓ ସେମାନଙ୍କ ଦ୍ବାରା ଅତୀତରେ ଦିଆ ଯାଇଥିବା ବଳିଦାନ ପାଇଁ ଆଜି ଭାରତ ସ୍ବାଧୀନତା ଲାଭ କରି ପାରିଛି । ଆଜି ଯେତେବେଳେ ଆମେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛେ ସେତେବେଳେ ଚାରି ଶହ ବର୍ଷର ଲଗାତାର ସଂଘର୍ଷର କଥାକୁ ମନେ ପକାଇବା ସ୍ବଭାବିକ ବୋଲି ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସର କାର୍ଯ୍ୟବାହ ଦତାତ୍ରେୟ ହୋସବୋଲେ କହିଛନ୍ତି
#ArgusNews #Odisha #DatatreyaHosbole #independence