ଭକ୍ତିରେ ଜାତି ନ ଥାଏ, କି ଭଜନରେ ଭାଷାଗତ ବିରୋଧାଭାଷ। ଈଶ୍ବରଙ୍କ ସମର୍ପଣରେ ଯେ, କେହି ବି ଯେ କୌଣସି ମୂହୂର୍ତ୍ତରେ ଭକ୍ତି ସଙ୍ଗୀତ ଗାନ କରିପାରେ। ଠିକ୍ ଯେମିତି ଆପଣଙ୍କ ସମ୍ମୁଖରେ ଥିବା ଶ୍ବେତାଙ୍ଗୀ ମହିଳା। ପାର୍ବଣର ପାବନ ଅବସରେ ସେ ଗାଉଛନ୍ତି ମହିଷାମର୍ଦ୍ଦିନୀ ସ୍ତ୍ରୋତ୍ରର ଭାବପୂର୍ଣ୍ଣ କେଇପଦ ପଙ୍କକ୍ତି।
#durgapooja #Song #foreigner #ArgusNews