#ରପ୍ତାନୀରେ_ଭାରତର_ରେକର୍ଡ଼ !
ଦେଶରେ ପୂର୍ବ ରେକର୍ଡ଼ ଭାଙ୍ଗିଛି ରପ୍ତାନୀ । ଭାରତର ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ସାଜି ନାହିଁ କୋଭିଡର ଦ୍ବିତୀୟ ଲହର । ମୋଦି ସରକାରଙ୍କ ତରଫରୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ମହାମାରୀଜନିତ ସମସ୍ୟାକୁ ମଧ୍ୟ ମୁକାବିଲା କରିବାରେ ସଫଳ ହୋଇଛି
#ArgusNews #ArgusNewsTV #Export #India #recordinExport #indiaeconomy