ଇସଲାମାବାଦର ମଧ୍ୟ ଭାଗରେ ରହିଛି ଲାଲ ମସଜିଦ। ଇସଲାମୀ ଆତଙ୍କବାଦକୁ ନେଇ ଏହି ଲାଲ ମସଜିଦ ସବୁବେଳେ ଚର୍ଚାରେ ରହି ଆସିଥାଏ । 2007 ମସିହାରେ ଜେନେରାଲ ପରବେଜ ମୁଶାରଫ ପାକିସ୍ତାନର ରାଷ୍ଟ୍ରପତି ଥିବା ବେଳେ ଏହି ମସଜିଦ ଉପରେ ରେଡ ହୋଇଥିଲା ଓ ଏଠାରେ ଲୁଚି ରହିଥିବା ଶହ ଶହ ଜେହାଦୀ ମୃତ୍ୟୁ ବରଣ କରିଥିଲେ । ବର୍ତମାନ ମଧ୍ୟ ଏହି ମସଜିଦ ଚର୍ଚାରେ ଅଛି ।
'#Islambad #Masjid #Odisha #ArgusNews