#ୟୁକେ_ପ୍ରଧାନମନ୍ତ୍ରୀଙ୍କୁ_ମହଙ୍ଗା_ପଡିଲା_କରୋନା_ନିଯମ_ଉଲ୍ଲଂଘନ
#ଲକଡାଉନରେ_ମଦ୍ୟପାନ_କରିଥିବାରୁ_ପଦପୀ_ହରାଇ_ପାରନ୍ତି_ବୋରିସ_ଜନସନ
#ଜୋର_ଧରିଲା_ଇସ୍ତଫା_ଦାବି
ମହାମାରୀ କରୋନା ଲକଡାଉନକୁ ବେଖାତିର କରି ଡ୍ରଂକ ପାର୍ଟିରେ ମାତିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅଡ଼ୁଆ ବଢ଼ିଛି। ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଇସ୍ତଫା ପାଇଁ ଦାବି ଜୋର ଧରିଛି।#BorisJohnson #primerministro #DrunkParty #Lockdown #UK #National #ArgusNews