ରାଜ୍ୟବାସୀଙ୍କୁ ମିଳିପାରେ ସାମାନ୍ୟ ଆଶ୍ବସ୍ତୀ । ଜୁନ 17 ପରେ ଦରକାର ପଡିନପାରେ ଲକଡାଉନ କଟକଣା । ଏଭଳି କିଛି ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେପଟେ ଗତ 24 ଘଣ୍ଟାର ନିମ୍ନଗାମୀ ସଂକ୍ରମଣ ହାରକୁ ଦେଖି ଆଗକୁ ଲକଡାଉନ କଟକଣା କୋହଳ କରାଯାଇପାରେ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।
#ArgusNews #ArgusTv #Odisha #Corona #Lockdown