#ଅଫିସରଙ୍କ_ପାଇଁ_ଭୂସ୍ବର୍ଗ_ପାଲଟିଛି_ଢେଙ୍କାନାଳ
#ପଦୋନ୍ନତି_ପାଇ_ଜିଲ୍ଲାରେ_ବର୍ଷ_ବର୍ଷ_ଧରି_ରହୁଛନ୍ତି_ସରକାରୀ_ବାବୁ
ଗୋଟିଏ ପଦବୀରେ ବର୍ଷ ବର୍ଷ ଧରି ଜିଲ୍ଲା ଭିତରେ ରହିଲା ପରେ ବି ଅନ୍ୟ ଜିଲ୍ଲାକୁ ହେଉନି ବଦଳି । ଆଗକୁ ରହିଛି ପଞ୍ଚାୟତ ନିର୍ବାଚନ, ବିଜେଡି ଶାସନକଳକୁ ବ୍ୟବହାର କରି ସରକାରୀ ବାବୁ ମାନଙ୍କୁ ନିଜ ପକେଟରେ ରଖି ପଞ୍ଚାୟତ ନିର୍ବାଚନରେ ଭୋଟ ହାତେଇବା ପାଇଁ ଏମିତି କରୁଥିବାର ଅଭିଯୋଗ କରିଛି ବିଜେପି ।
#Dhenkanal #GovernmentOfficers #PanchayatElections #Transferred #Corruption #BJP #Odisha #ArgusNews