ଅବହେଲିତ ଅବସ୍ଥାନେ ଭୀମଭୋଇ ଙ୍କର୍ ସ୍ମୁତିପୀଠ୍ । ସନ୍ଥକବିଙ୍କ ସ୍ମୃତିନେ ଇଟା ବନା ହେଇଛେ ସତ୍ ହେଲେ ଇନର ବିକାଶ୍ କଥା ଯେନ୍ତା ସରକାର୍ ଭୁଲି ଯାଇଛନ। 10 ବରଷ୍ ହେଲା ଅଧାଅଧିଆ କାମ୍ ହେଇକରି ପଡିରହିଛେ ଇନର୍ ଯଜ୍ଞମଣ୍ଡପ
#ArgusNews #Odisha #NewsChannel #ArguNewsTV #sambalpur #Bhimabhoi #development #Redhakhol