ମହାମାରୀ କରୋନା ସମୟରେ ରାଜଧାନୀର ରାସ୍ତା କଡ଼ରେ ବସୁଥିବା ଅସହାୟ ଲୋକ ଏବଂ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି ସୁମନ୍ତ କୁମାର ସ୍ୱାଇଁ. ସୁମନ୍ତ ପେସାରେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ନିଶା ତାଙ୍କର ସମାଜସେବା
#ArgusNews #Odisha #AdvocateSumantaswain #Awareness #Fooddistribution #Bhubaneswar