ଆଜି ସମ୍ବଲପୁର ଗସ୍ତ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ହୀରାକୁଦ ମହମ୍ମଦପୁର ସ୍ଥିତ କେଜ୍ କଲଚର, ଚିପିଲିମାସ୍ଥିତ ମେଗା ମତ୍ସ୍ଯ ଯାଆଁଳା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି
#ArgusNews #Odisha #ArgusNewsTV #Sambalpur Dr. Arun Kumar Sahoo