#ଆଜି_କୁମାରପୂର୍ଣ୍ନିମା
ଆଜି ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏହାସହ ଶ୍ରୀସୁଦର୍ଶନ ଶ୍ରୀମନ୍ଦିରରୁ ବାହାରି ଚାରି ଆଶ୍ରମକୁ ବିଜେ କରିଥିଲେ । ଆଜି ବଡସିଂହାର ଭୋଗପରେ ମହାପ୍ରଭୁଙ୍କ ପଶା ଓ କଉଡି ଖେଳ ଅନୁଷ୍ଠିତ ହେବ ।
#puri #shreemandira #KumarPurnima #festival #Odisha #ArgusNews