ଆଦିବାସୀ ମାନଙ୍କ ବିଶ୍ବାସର ପୂଜା କରମା ପୂଜା। ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକେ ବେଶ ଧୁମଧାମରେ ପାଳନ କରନ୍ତି। ବିଶ୍ବାସ ରହିଛି ମାଁଙ୍କୁ ପୂଜା କଲେ ଭଲ ଫସଲ ସାଙ୍ଗକୁ ନିଃସନ୍ତାନକୁ ସନ୍ତାନ ପ୍ରାପ୍ତି ହୁଏ। ସେଥି ପାଇଁ ଯୁଗଯୁଗ ଧରି ଆଦିବାସୀ ମାନେ କରମା ପୂଜା କରି ଶଆୁଛନ୍ତି
#Sambalpur #Kuchinda #Karmapuja #Odisha #ArgusNews