ଆବାସ ଯୋଜନା କାହା ପାଇଁ ? ଥିଲା ବାଲାଙ୍କୁ ଘର ମିଳୁଥିବା ବେଳେ ନଥିବା ବାଲାଙ୍କୁ ନାହିଁ। କେନ୍ଦୁଝର ଘସିପୁରାର ବାତୋ ପଞ୍ଚାୟତରେ ଅନେକ ହିତାଧିକାରୀଙ୍କୁ ମିଳିନି ଆବାସ। ଖରା ବର୍ଷା ସହି ଫଟା ପଲିଥିନ ତଳେ କଟୁଛି ଏମାନଙ୍କ ଜୀବନ।
#ArgusNews #Odisha #Keonjhar #AwasYojna #Corruption