ଆବାସ ଯୋଜନା ପାଇ ପାରୁନାହାନ୍ତି ହିତାଧିକାରୀ । ସରକାରୀ ବାବୁ ମାନଙ୍କ ପାଖକୁ ଯାଇ ବୟସ ବିତିଗଲାଣି । ଦିବ୍ୟାଙ୍ଗ ହୋଇ ଗଲେ । ତଥାପି ପାଇ ନାହାଁନ୍ତି ଘର ଖଣ୍ଡିଏ । ଭଙ୍ଗା ଦଦରା ଚାଳ ଛପର ଘରେ ବିତୁଛି ଜୀବନ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ଗଜପତି ସଦରମହକୁମା ପାରଳାଖେମୁଣ୍ଡି ଠାରେ ରହି ମଧ୍ୟ ପାଇ ପାରୁନାହାନ୍ତି ଘର ।
#Paralakhemundi #Gajapati #subdivision #governmentofficer #OdishaCM #Odisha #ArgusNews