#ପ୍ରତିବାଦରେ_ବିଜେପିର_ରଣହୁଙ୍କାର
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ରଣହୁଙ୍କାର । ଉପକୂଳଠୁ ଉପାନ୍ତ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି ରାଜ୍ୟ ବିଜେପି। ବିଭିନ୍ନ ସ୍ଥାନରେ ଦଳ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ।
#ArgusNews #Odisha #ArgusNewsTv #BJPStrike #electricity