ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଇଦା ପଂଚାୟତ ଅଣଖିଆ ନିକଟ ହଂସୁଆ ନିକଟରେ ୨୫ ଫୁଟର ଘାଇ । ସ୍ଥାନୀୟ ଲୋକେ ବାଉଁଶ ଓ ନଡ଼ିଆ ଗର ସହାୟତାରେ ଅସ୍ଥାୟୀ ଭାବେ ପାଣି ସ୍ରୋତକୁ ଅଟକାଇଛନ୍ତି । କିନ୍ତୁ ଧୀରେ ଧୀରେ ଏହି ଅସ୍ଥାୟୀ ଅଡ଼ି ମଧ୍ୟ ଭାଙ୍ଗିବାକୁ ଲାଗିଲାଣି । ପ୍ରାୟ ୨୦ ମୌଜାର ଲୋକମାନେ ଆତଙ୍କିତ ରହିଛନ୍ତି ।
#Jagatsingpur #Erasama #Odisha #ArgusNews