ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ଥମୁନି ମୃତ୍ୟୁ। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୪୦ ମୁଣ୍ଡ ନେଇଛି ମହାମାରୀ। ଅନ୍ୟପଟେ ୨୦ଦିନ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୦ରୁ ଉଦ୍ଧ୍ବ ବ୍ଲାକ ଫଙ୍ଗସ ରୋଗୀ
#ArgusNews #Odisha #NewsChannel #ArgusNewsTV #Corona_Positive