କରୋନା ମହାମାରୀ ଛଡାଇନେଲା ଚାକିରୀ । ପାଖରେ ଥିଲା ୩୦ ହଜାର ଟଙ୍କାର ସଂଚୟ । ୭୦ ହଜାର ଟଙ୍କା ଋଣ କରି ବାଲେଶ୍ୱର ଆଇଟିଆଇ ସନ୍ନିକଟ ରାମେଶ୍ୱର ନଗରର ବାସିନ୍ଦା ବୈକୁଣ୍ଠ ନାୟକ ଆରମ୍ଭ କଲେ ଏକ ମିକ୍ସଚର ଉଦ୍ୟୋଗ। ୮ ଜଣ ପାଉଛନ୍ତି ନିୟମିତ ରୋଜଗାର
#ArgusNews #Odisha #NewsChannel #ArguNewsTV #GoodNews #Balasore #Mixture #smallbusiness