କରୋନା କଟକଣା ଭିତରେ ରାଜ୍ୟରେ ଖୋଲିଲା ସ୍କୁଲ । ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ସକାଳ 10ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ କ୍ଲାସ ଚାଲୁଥିବାବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯାଇଛି ।.
#ArgusNews #Odisha #school #schoolopen #COVID19