#କରୋନା_କାଳରେ_ଅସହାୟ_ଲୋକଙ୍କୁ_ସହାୟତା !
ଲକଡାଉନ୍ ଓ ସଟଡାଉନରେ ସବୁ କିଛି ବନ୍ଦ ଥିବା ବେଳେ, ଗରିବ ଶ୍ରେଣୀର ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବଲାଙ୍ଗିର ଜିଲ୍ଲା ମାହେଶ୍ବରୀ ସଂଗଠନ । ଗାଁ ଗାଁ ବୁଲି ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟାଯାଇଛି
#ArgusNews #Odisha #NewsChannel #SatelliteChannel #ArgusTV #Bolangir #Social_Service #Mahaswari_Group