ଜୀବନରେ କେବେ ଯାଇନାହାନ୍ତି ପୁରୀ । କିନ୍ତୁ ମାନସ ପଟରେ ସଦା ଦେଖନ୍ତି ଜଗା ,ଶ୍ରୀମନ୍ଦିର ଓ ପତିତପାବନକୁ । ଭାବିଥିଲେ ଏଥର କରୋନା କଟକଣା ହଟିବାପରେ ପୁରୀ ଯାଇ କାଳିଆକୁ ଦେଖି ଆସିବେ । କିନ୍ତୁ ତାହା ସମ୍ଭବ ନ ହେବାରୁ ନିଜ ମାମୁଁଙ୍କୁ ପଚାରି ଆରମ୍ଭ କଲେ ଶ୍ରୀମନ୍ଦିର ନିର୍ମାଣର କାମ ।
#Argusnews #Odisha #ArgusNewsTv #jayjagannath #GoodNews #rathayatra2021