ସୋନପୁର ବ୍ଲକକୁ ମରୁଡିରୁ ରକ୍ଷା ପାଇଁ ୨୦୦୬ ମସିହାରେ ଆଙ୍ଗ କେନାଲ ସଂପ୍ରସାରଣ ପରିକଳ୍ପନା ସହ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ କାମ ସରିନଥିବାବେଳେ ନିର୍ବାଚନ ଆସିଲେ କେନାଲ କାମ ଟିକିଏ କରି ଛାଡି ଦେଉଛନ୍ତି । ଯେତିକି ବି କାମ ହେଉଛି ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳିଛି ।
#odisha #Sonepur #ArgusNews #irrigation #farmer