#ଜୀବନକୁ_ପାଣି_ଛଡାଇ_ଦାଦନ_ପୁଣି_ରାଜ୍ୟ_ବାହାର_ମୁହାଁ
ଶ୍ରମିକଙ୍କୁ ମିଳିବ କାମ। ଏଥିପାଇଁ ରହିଛି ମନରେଗା ଯୋଜନା। ହେଲେ ବାସ୍ତବରେ ମଣିଷ ବଦଳରେ ମେସିନ୍ କରୁଛି କାମ। ଆଉ ନିରାଶ ହୋଇ ଫେରୁଛି ମଣିଷ। କାମ ନ ମିଳିବାରୁ ଲୋକେ ବାଧ୍ୟ ହୋଇ ରାଜ୍ୟ ଛାଡ଼ୁଛନ୍ତି।
#ArgusNews #Odisha #ArgusNewsTv #Bolangir #labourmarket